Get 3 audiobooks free with a 30-day Free Trial Sign Up Free

[Oriya] - Adrushya Sakala


Unabridged Audiobook

Listen Free Now
  • Listen free with a 30-day free trial
  • Choose 2 bonus VIP books
  • Enjoy 10,000 always free books
Ratings
Book
Narrator
Release Date
September 17, 2021
Duration
4 hours 57 minutes
Summary
'ଓଠ ଉପରେ ଆଙ୍ଗୁଳି ରଖି ଗାୟତ୍ରୀ କହିଲା: ଚୁପ! କ୍ଲୋନ୍‍ ଶିଶୁ ଜନ୍ମ ନେଉଛି!' ପୃଥିବୀର ପ୍ରଥମ କ୍ଲୋନ୍‍ ଶିଶୁ! ସୃଷ୍ଟିକର୍ତ୍ତା ଲାଇଫ ସାଇନ୍ସ ଇନଷ୍ଟିଚୁଟର ପାଗଳ ବୈଜ୍ଞାନିକ ଡ. ଆଲୋକ ମହାନ୍ତି! ତା ପାଖରେ ପ୍ରେମ, ମାନବିକତା ଓ ଈଶ୍ୱରର କିଛି ମାନେ ନାହିଁ! କ୍ଲୋନ୍‍ ଶିଶୁ ପାଇଁ ଗୋଟେ ଭିକାରିକୁ ବି ହତ୍ୟା କରିବାକୁ ପଛେଇନି ସେ! ନିମ୍ନବିତ୍ତ ସ୍ୱାମୀ ପାଖରୁ ଛଡେଇ ନେଇଛି ସ୍ତ୍ରୀକୁ! ଆଉ ତା ପରେ?... ଶୁଣନ୍ତୁ ପ୍ରସିଦ୍ଧ କଥାକାର ଜଗଦୀଶ ମହାନ୍ତିଙ୍କ ରଚିତ ଏହି ଚମକପ୍ରଦ ଉପନ୍ୟାସ 'ଅଦୃଶ୍ୟ ସକାଳ' ଜିତୁ ସାବତଙ୍କ କଣ୍ଠରେ...
[Oriya] - Adrushya Sakala

[Oriya] - Adrushya Sakala

Author: ଜଗଦୀଶ ମହାନ୍ତି
Read by: ଜିତୁ ସାବତ
Listen Free Now Get any book plus
2 bonus VIP books
1 book added to cart
Subtotal
$7.99
View Cart