Get 3 audiobooks free with a 30-day Free Trial
Sign Up Free
Loading...
Welcome
Sign up
Login
Browse Books
Deals
VIP
Gifts
0
Loading...
Play Sample
[Oriya] - Ardhangini
Author:
ସଦାନନ୍ଦ ତ୍ରିପାଠୀ
Read by:
କରୁଣାକର
Read
Read
Own
Own
Unabridged Audiobook
Listen Free Now
Listen free with a 30-day free trial
Choose 2 bonus VIP books
Enjoy 10,000 always free books
Add to Cart - $7.99
Remove from Cart
Give as a gift
Ratings
Book
Narrator
Release Date
October 14, 2021
Duration
6 hours 22 minutes
Summary
ସେ କଥା କହନ୍ତି ଯେପରି, ଲେଖନ୍ତି ବି ସେହିପରି। ଓଡିଶା ସାହିତ୍ୟ ଏକାଡେମୀ ପୁରସ୍କାରପ୍ରାପ୍ତ ଗାଳ୍ପିକ ସଦାନନ୍ଦ ତ୍ରିପାଠୀ କହୁଥିବା କାହାଣୀର ପରିପାର୍ଶ୍ଵ ସହ ଆକ୍ଷରିକ ଭାବେ ନିଜକୁ ସାମିଲ୍ କରିଥାନ୍ତି। ତେଣୁ ତାଙ୍କର ଅନୁଭୂତି, ଉପଲବ୍ଧି ଓ ଅନ୍ତର୍ଦୃଷ୍ଟି ଯେତେବେଳେ ଗଳ୍ପରେ ରୂପାୟିତ ହୁଏ, ତାହା ପାଠକକୁ ଆଶାତୀତ ସ୍ୱାଦ ଓ ଆବେଗ ଯୋଗାଇବାର ସାମର୍ଥ୍ୟ ରଖେ। ଓଡ଼ିଶାର ମାଟି, ପାଣି, ପବନ ସହିତ ଏକାତ୍ମ ଏ ଗାଳ୍ପିକଙ୍କ ଗଳ୍ପରେ ରୂପାୟିତ ସ୍ଥାନ ଓ ଘଟଣା ଏବଂ ଚରିତ୍ରସବୁ ନିହାତି ଚିହ୍ନାଚିହ୍ନା ଲାଗନ୍ତି। ଏହି ସଂକଳନରେ ସ୍ଥାନିତ ଗଳ୍ପଗୁଡ଼ିକରେ ଭିନ୍ନଭିନ୍ନ ପରିବେଶ ଓ ପରିସ୍ଥିତିର ଜଣେଜଣେ ଅର୍ଦ୍ଧାଙ୍ଗିନୀଙ୍କୁ ଭେଟିବେ ପାଠକେ ଏବଂ ଅନୁଭବ କରିପାରିବେ ଲେଖକଙ୍କ ଅକୃତ୍ରିମ ଓ ଅନନ୍ୟ ଅନୁଧ୍ୟାନର ଅପୂର୍ବ ଅନ୍ଦାଜ୍କୁ।
Browse By Category
Literature
>
Literary Fiction
[Oriya] - Ardhangini
Author:
ସଦାନନ୍ଦ ତ୍ରିପାଠୀ
Read by:
କରୁଣାକର
Add to Cart - $7.99
Remove from Cart
Listen Free Now
Get any book plus
2 bonus VIP books
1 book added to cart
[Oriya] - Ardhangini...
ସଦାନନ୍ଦ ତ୍ରିପାଠୀ
Subtotal
$7.99
View Cart
Continue Browsing
~~title~~
Back
Next
~~carousel-body~~
~~book-title~~
~~author-single-string~~
~~tag-text~~
© Copyright 2011 - 2026 Storytel Audiobooks USA LLC. All Rights Reserved.