Get 3 audiobooks free with a 30-day Free Trial Sign Up Free

[Oriya] - Bahare Barsha

Read Read Own Own

Unabridged Audiobook

Listen Free Now
  • Listen free with a 30-day free trial
  • Choose 2 bonus VIP books
  • Enjoy 10,000 always free books
Ratings
Book
Narrator
Release Date
October 14, 2021
Duration
2 hours 54 minutes
Summary
ସରୋଜ ବଳଙ୍କ 'ବାହାରେ ବର୍ଷା' ଜଣେ ମଧ୍ୟବିତ୍ତ ବିବାହିତ ଯୁବକର ସ୍ୱପ୍ନ ଆଉ ସ୍ୱପ୍ନଭଙ୍ଗର କାହାଣୀ। ନିଜ ଇଚ୍ଛାର ବାଡ଼ ଡେଇଁ ଜୀବନ କେମିତି ଅମଡ଼ାବାଟରେ ଯାଏ, ତା'ର ଗୋଟେ ଝଲକ୍ ରହିଛି ଏ ଉପନ୍ୟାସଟିରେ। ଦାମ୍ପତ୍ୟ ଜୀବନରେ ପରକୀୟା ପ୍ରେମ ଓ ତାର ନାଟକୀୟ ପରିଣତିକୁ ନେଇ ଗତିଶୀଳ ଏହି ଉପନ୍ୟାସଟିର ଚତୁର୍ଥ ସଂସ୍କରଣ 'ଟାଇମପାସ' ଦ୍ୱାରା ପ୍ରକାଶ ପାଇ ଏବେବି ପାଠକୀୟତା ସାଉଁଟି ଚାଲିଛି! ସୁଖ୍ୟାତ ଟେଲି ଓ ସିନେ ଅଭିନେତା ଶକ୍ତି ବରାଳଙ୍କ କଣ୍ଠରେ ଶୁଣନ୍ତୁ ଓ ଅନୁଭବ କରନ୍ତୁ ଏଥର 'ବାହାରେ ବର୍ଷା'...
[Oriya] - Bahare Barsha

[Oriya] - Bahare Barsha

Author: ସରୋଜ ବଳ
Read by: ଶକ୍ତି ବରାଳ
Listen Free Now Get any book plus
2 bonus VIP books
1 book added to cart
Subtotal
$3.99
View Cart