Limited Time Offer | Get 2 Months For $1 Claim Offer

[Oriya] - Birala Bijaya


Unabridged Audiobook

Listen Free Now
  • Listen free with a 30-day free trial
  • Choose 2 bonus VIP books
  • Enjoy 10,000 always free books
Ratings
Book
Narrator
Release Date
August 30, 2021
Duration
13 hours 45 minutes
Summary
ଗାଳ୍ପିକ ବିଜୟ ପ୍ରସାଦ ମହାପାତ୍ର ପୁରୀ-ବୋଲି ଓ ଶ୍ରୀକ୍ଷେତ୍ରର ଲୋକଜୀବନର ଜଣେ ଅନନ୍ୟ ରୂପକାର! ମଣିଷ ମଣିଷ ଭିତରର ଛଇ-ଛଟକ, ରାଗ-ରୁଷା, ଅନୁରାଗ-ବିରାଗ, ପ୍ରେମ-ପ୍ରତାରଣାକୁ ଖୁବ ଆକର୍ଷଣୀୟ ଶୈଳୀରେ ଉପସ୍ଥାପନା କରିବାରେ ସେ ଜଣେ ଅଦ୍ଵିତୀୟ କଥାକାର! ତାଙ୍କର ପଚାଶଟି ନିର୍ବାଚିତ ଗଳ୍ପର ସମାହାର ହେଉଛି ଏହି 'ବିରଳ ବିଜୟ' ପୁସ୍ତକ, ଯେଉଁ ଗଳ୍ପଗୁଡିକୁ ଥରେ ଶୁଣିବାକୁ ଆରମ୍ଭ କଲେ, ଶେଷ ନକରି ରହି ହୁଏନା! ବିଶିଷ୍ଟ କଣ୍ଠଶିଳ୍ପୀ କରୁଣାକରଙ୍କ କଣ୍ଠରେ ଆସନ୍ତୁ ଶୁଣିବା ବିଜୟ ପ୍ରସାଦ ମହାପାତ୍ରଙ୍କ ମନୋହର ଗଳ୍ପର ମଧୁର ମୂର୍ଚ୍ଛନାକୁ...
Browse By Category
Listen Free Now Get any book plus
2 bonus VIP books
1 book added to cart
Subtotal
$14.99
View Cart