Get 3 audiobooks free with a 30-day Free Trial
Sign Up Free
Loading...
Welcome
Sign up
Login
Browse Books
Deals
VIP
Gifts
0
Loading...
Play Sample
[Oriya] - Chhatrapati Bibekananda
Author:
ଶରତ କୁମାର ମହାନ୍ତି
Read by:
ସୁବ୍ରତ କୁମାର ପତି
Read
Read
Own
Own
Unabridged Audiobook
Listen Free Now
Listen free with a 30-day free trial
Choose 2 bonus VIP books
Enjoy 10,000 always free books
Add to Cart - $7.99
Remove from Cart
Give as a gift
Ratings
Book
Narrator
Release Date
August 30, 2021
Duration
6 hours 52 minutes
Summary
ଶରତ କୁମାର ମହାନ୍ତି ଓଡ଼ିଆ ସାହିତ୍ୟର ଜଣେ ଶକ୍ତିଶାଳୀ ଗଦ୍ୟକାର! ବିଶ୍ୱର ବହୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଓ ତତ୍ତ୍ୱକୁ ସେ ଖୁବ ସରଳ ଭାବ ଓ ଭାଷାରେ ଉପସ୍ଥାପନ କରି ଓଡ଼ିଆ ପାଠକଙ୍କ ପ୍ରିୟଭାଜନ ହୋଇ ପାରିଛନ୍ତି! 'ଛତ୍ରପତି ବିବେକାନନ୍ଦ' ପୁସ୍ତକଟି ତାଙ୍କର ଅନ୍ୟତମ ବହୁପଠିତ ପୁସ୍ତକ, ଯେଉଁଥିରେ ସ୍ୱାମୀ ବିବେକାନନ୍ଦଙ୍କୁ ଭାରତବର୍ଷର ଜଣେ ଅଦ୍ଵିତୀୟ ଜନନାୟକ ଭାବେ ଚିତ୍ରିତ କରାଯାଇଛି! କେବଳ ଋଷି ବା ସନ୍ଥ ଭାବେ ତାଙ୍କୁ ସୀମିତ ନରଖି ଆମ ସମାଜର ଉତ୍ଥାନ ପାଇଁ ସେ କିପରି ସମସ୍ତ ଶକ୍ତି ବିନିଯୋଗ କରିଥିଲେ, ସେ ବିଷୟରେ ବିଶ୍ୱସନୀୟ ଯୁକ୍ତି ଓ ପ୍ରମାଣ ରଖିଛନ୍ତି! ସୁବ୍ରତ କୁମାର ପତିଙ୍କ କଣ୍ଠରେ ଆସନ୍ତୁ ଶୁଣିବା ସେହି ତେଜସ୍ୱୀପୁରୁଷ ବିବେକାନନ୍ଦଙ୍କୁ, ଶରତ କୁମାର ମହାନ୍ତିଙ୍କ ଭାଷାରେ...
Browse By Category
Literature
[Oriya] - Chhatrapati Bibekananda
Author:
ଶରତ କୁମାର ମହାନ୍ତି
Read by:
ସୁବ୍ରତ କୁମାର ପତି
Add to Cart - $7.99
Remove from Cart
Listen Free Now
Get any book plus
2 bonus VIP books
1 book added to cart
[Oriya] - Chhatrapati Bibekananda...
ଶରତ କୁମାର ମହାନ୍ତି
Subtotal
$7.99
View Cart
Continue Browsing
~~title~~
Back
Next
~~carousel-body~~
~~book-title~~
~~author-single-string~~
~~tag-text~~
© Copyright 2011 - 2026 Storytel Audiobooks USA LLC. All Rights Reserved.