Limited Time Offer | Get 2 Months For $1 Claim Offer

[Oriya] - Chinha Achinha Chin


Unabridged Audiobook

Listen Free Now
  • Listen free with a 30-day free trial
  • Choose 2 bonus VIP books
  • Enjoy 10,000 always free books
Ratings
Book
Narrator
Release Date
August 12, 2021
Duration
6 hours 49 minutes
Summary
ଚୀନ ରାଇଟର୍ସ ଆସୋସିଏସନ'ର ଆମନ୍ତ୍ରଣ କ୍ରମେ 2002 ଜୁନ-ଜୁଲାଇରେ ଚୀନ ଭ୍ରମଣରେ ଯାଇଥିବା ଦଶଜଣିଆ ଭାରତୀୟ ଲେଖକ ପ୍ରତିନିଧି ଦଳରେ ବିଶିଷ୍ଟ ଲେଖକ ଗୌରହରି ଦାସ ଓଡିଶାରୁ ପ୍ରତିନିଧିତ୍ଵ କରିଥିଲେ। ଚୀନ ରହଣି ସମୟରେ ବେଜିଂ, ସିଆନ, ସେନସୁ, ଲୋୟାଙ୍ଗ ଓ ସାଂଘାଇ ଆଦି ସ୍ଥାନ ଭ୍ରମଣ କରି ଯେଉଁସବୁ ଅନୁଭୂତି ସଂଗ୍ରହ କରିଥିଲେ ସେସବୁର ଉତ୍କଣ୍ଠାପୂର୍ଣ୍ଣ ବର୍ଣ୍ଣନା ରହିଛି 'ଚିହ୍ନା ଅଚିହ୍ନା ଚୀନ' ପୁସ୍ତକରେ। କେବଳ ଅନୁଭୂତି ନୁହେଁ, ଚୀନ ଜାତିର ସାଂସ୍କୃତିକ ଏବଂ ଐତିହାସିକ ବୈଶିଷ୍ଟ୍ୟ ମଧ୍ୟ ଏଥିରେ ବର୍ଣ୍ଣିତ। ଓଡ଼ିଆ ଭାଷାରେ ଚୀନ ସମ୍ପର୍କରେ ଅଧିକ ଭ୍ରମଣକାହାଣୀ ନଥିବାବେଳେ ଶ୍ରୀଯୁକ୍ତ ଦାସଙ୍କ ଏହି ପୁସ୍ତକଟି ଏକ ସଂଗ୍ରହଣୀୟ ଦସ୍ତାବିଜ ପାଲଟିଛି!
Browse By Category
[Oriya] - Chinha Achinha Chin

[Oriya] - Chinha Achinha Chin

Author: ଗୌରହରି ଦାସ
Read by: ଅନିତ୍ୟ ମହାନ୍ତି
Listen Free Now Get any book plus
2 bonus VIP books
1 book added to cart
Subtotal
$7.99
View Cart