Limited Time Offer | Get 2 Months For $1
Claim Offer
Loading...
Welcome
Sign up
Login
Browse Books
Deals
VIP
Gifts
0
Loading...
Play Sample
[Oriya] - Cover Story
Author:
ସତ୍ୟପ୍ରିୟ ମହାଳିକ
Read by:
ବିଶ୍ୱଜିତ୍ ମିଶ୍ର
Read
Read
Own
Own
Unabridged Audiobook
Listen Free Now
Listen free with a 30-day free trial
Choose 2 bonus VIP books
Enjoy 10,000 always free books
Add to Cart - $3.99
Remove from Cart
Give as a gift
Ratings
Book
Narrator
Release Date
October 14, 2021
Duration
3 hours 37 minutes
Summary
ସତ୍ୟପ୍ରିୟ ମହାଳିକ ନିଜ ସାହିତ୍ୟରେ ଜୀବନ ଓ ବାସ୍ତବତା ପ୍ରତି ବେଶି ଯତ୍ନଶୀଳ । ତଥାକଥିତ କଳ୍ପନାର କାନ୍ଭାସ୍ରେ ମିଛ ଆଦର୍ଶ ଓ ଶସ୍ତା ସ୍ୱପ୍ନ ଆଙ୍କିବା ତାଙ୍କର ସଉକ୍ ନୁହେଁ; ବରଂ ଜୀବନର ଧୂସର ବାସ୍ତବତା ଓ କାରୁଣ୍ୟ ଆଡ଼େ ସେ ସଚେତନ ଦୃଷ୍ଟିରେ ଚାହିଁରହିବାକୁ ଭଲପାଆନ୍ତି । ସତ୍ୟ ଓ ସାହସର ବର୍ତ୍ତମାନକୁ ସେ ନିଜ ମୌଳିକ କଳାକୌଶଳ ନେଇ ରୂପାନ୍ତରିତ କରନ୍ତି କଥା କାହାଣୀରେ । ସେଥିପାଇଁ ତାଙ୍କର ପ୍ରତିଟି ରଚନା ଜୀବନ୍ତ ଓ ସଂକ୍ରାମକ । 'କଭର୍ ଷ୍ଟୋରି' ଉପନ୍ୟାସ ଆମ ସାମାଜିକ ଅସଂଗତି ଓ ଅବଜ୍ଞାର ଆଉଏକ ଶକ୍ତିଶାଳୀ କାରୁଣ୍ୟ, ଯେଉଁଠି ଚାରି ବର୍ଷର ଝିଅଟିଏ ଧର୍ଷିତା ହୁଏ ଓ ନ୍ୟାୟ ପାଇଁ ନୟାନ୍ତ ହୋଇ ଧାଉଁଥାଏ । ନ୍ୟାୟ କ'ଣ ପଦ୍ମଫୁଲ ଯେ ଅଣ୍ଟେପାଣିରେ ପଶି ତୋଳିଆଣିହେବ?
Browse By Category
Fiction
>
BIPOC Stories & Voices
Literature
>
Literary Fiction
[Oriya] - Cover Story
Author:
ସତ୍ୟପ୍ରିୟ ମହାଳିକ
Read by:
ବିଶ୍ୱଜିତ୍ ମିଶ୍ର
Add to Cart - $3.99
Remove from Cart
Listen Free Now
Get any book plus
2 bonus VIP books
1 book added to cart
[Oriya] - Cover Story...
ସତ୍ୟପ୍ରିୟ ମହାଳିକ
Subtotal
$3.99
View Cart
Continue Browsing
~~title~~
Back
Next
~~carousel-body~~
~~book-title~~
~~author-single-string~~
~~tag-text~~
© Copyright 2011 - 2026 Storytel Audiobooks USA LLC. All Rights Reserved.