Get 3 audiobooks free with a 30-day Free Trial Sign Up Free

[Oriya] - Joker


Unabridged Audiobook

Listen Free Now
  • Listen free with a 30-day free trial
  • Choose 2 bonus VIP books
  • Enjoy 10,000 always free books
Ratings
Book
Narrator
Release Date
September 17, 2021
Duration
22 hours 0 minutes
Summary
ନଈକୂଳର ଛାତିଥରା ପବନ ସହ ପାଦ ବଢ଼ାଏ ବଂଶୀର ସ୍ଵନ! ସେହି ଛିଣ୍ଡାଛିଣ୍ଡା ସ୍ୱରବିତାନର ବି ଥାଏ ଗୋଟେ ଠାଣି! ସେ ଠାଣି ଜଣେ ନାୟକର! ସେ ନାୟକ କିନ୍ତୁ ତଥାକଥିତ ରାଜା, ମନ୍ତ୍ରୀ ବା କଟୁଆଳଙ୍କ ଭଳି ନୁହେଁ, ଏପରିକି ଦରବାରର ଆଲଟଚାମରଧାରୀ ବେତନଭୁକ କର୍ମଚାରୀ ବି ନୁହେଁ! ସେ ଜଣେ ଜୋକର! ସେ ଜୋକର ଦାଦ୍ରା ଶୁଣେ, ବଡେ ଗୁଲାମ ଅଲ୍ଲୀଙ୍କ ଗଜଲ ଆଉ ପରବୀନ ସୁଲତାନଙ୍କ ଠୁମରିରେ ଗପର ରିୟାଜ କରେ! ସେ ଜୋକର ଗୋଟାପଣେ ଦେବ୍ରାଜୀୟ! ଓଡ଼ିଆ କଥାସାହିତ୍ୟର ଶୈଳୀ ସମ୍ରାଟ ଦେବ୍ରାଜ ଲେଙ୍କାଙ୍କ ବହୁ ପ୍ରସିଦ୍ଧ ଉପନ୍ୟାସ 'ଜୋକର' ଶୁଣନ୍ତୁ ମୋହନ ମଜୀଠୀଆଙ୍କ ଗୁରୁଗମ୍ଭୀର କଣ୍ଠରେ...
Browse By Category
Listen Free Now Get any book plus
2 bonus VIP books
1 book added to cart
Subtotal
$26.99
View Cart