Get 3 audiobooks free with a 30-day Free Trial Sign Up Free

[Oriya] - Juli


Unabridged Audiobook

Listen Free Now
  • Listen free with a 30-day free trial
  • Choose 2 bonus VIP books
  • Enjoy 10,000 always free books
Ratings
Book
Narrator
Release Date
September 17, 2021
Duration
5 hours 26 minutes
Summary
ସାରଦା ପ୍ରସାଦ ମିଶ୍ରଙ୍କ ଉପନ୍ୟାସର ସବୁଠୁ ଆକର୍ଷଣୀୟ ଦିଗଟି ହେଉଛି କହିବାର ଢଙ୍ଗ। ପରମ୍ପରାର ପୃଷ୍ଠଭୂମିରେ ସମକାଳକୁ ନୂଆ ପୋଷାକରେ ଛିଡ଼ା କରାଇବାରେ ସେ ଅପ୍ରତିଦ୍ୱନ୍ଦ୍ୱୀ ଶିଳ୍ପୀ। ୨୦୧୦ ମସିହାରେ ସରୋଜ ବଳଙ୍କ ସମ୍ପାଦିତ 'ସାମ୍ନା' ପତ୍ରିକାରେ ପ୍ରକାଶ ପାଇ ପାଠକ ଓ ଲେଖକମାନଙ୍କ ଭିତରେ ଚହଳ ସୃଷ୍ଟି କରିଥିବା ତାଙ୍କର ବହୁଚର୍ଚ୍ଚିତ ଉପନ୍ୟାସ ହେଉଛି 'ଜୁଲି'। ଚିରାଚରିତ କଥନଭଂଗୀରୁ ମୁକୁଳି ଗପ, କବିତା, ଗୀତ, ପୁରାଣ ଶୈଳୀରେ ସେ ଯେପରି 'ଜୁଲି'ର ବିନ୍ୟାସ କରିଛନ୍ତି, ତାହାକୁ ନିଃସନ୍ଦେହରେ ଓଡ଼ିଆ ଉପନ୍ୟାସର 'ମଡର୍ଣ୍ଣ କ୍ଲାସିକ୍‍' ବୋଲି କୁହାଯାଇପାରେ। ଆପଣ ବି ଶୁଣନ୍ତୁ ଓ ମତ ଦିଅନ୍ତୁ...
Browse By Category
Listen Free Now Get any book plus
2 bonus VIP books
1 book added to cart
Subtotal
$7.99
View Cart