Get 3 audiobooks free with a 30-day Free Trial Sign Up Free

[Oriya] - Keeta O Anyanya Galpa


Unabridged Audiobook

Listen Free Now
  • Listen free with a 30-day free trial
  • Choose 2 bonus VIP books
  • Enjoy 10,000 always free books
Ratings
Book
Narrator
Release Date
October 16, 2021
Duration
5 hours 42 minutes
Summary
କାହାଣୀର ପାରମ୍ପରିକ ବିନ୍ୟାସରେ ବିଶ୍ୱାସ ରଖୁ ନଥିବା କଥାକାର ପ୍ରକାଶ ମହାପାତ୍ରଙ୍କ ଜୀବନ ନିହାତି ବେପରୁଆ। ତାଙ୍କ ହିସାବରେ- ସବୁ ଗଳ୍ପ ଗୋଟେ ଗୋଟେ ଅଜଣା ଇଲାକାକୁ ଯାତ୍ରା। ଗଳ୍ପରେ ସେମିତି ଥିମ୍ ଫିମ୍ କିଛି ନଥାଏ। ଗଳ୍ପ ହେଉଛି ଶିଳ୍ପୀର ମାତାଲ୍ ପଦଚିହ୍ନ, ଅରଣ୍ୟର ନୀରବତା ଓ ଉଦ୍ଧତ ନଦୀର ସ୍ୱେଚ୍ଛାଚାରିତା। ଏକରେ ବହୁ ସ୍ୱର, ମାନସିକ ଦ୍ୱୈତବୋଧ, ଅବଦମିତ ଯୌନଚେତନା ଓ ମଣିଷର ରହସ୍ୟମୟ, ଅପ୍ରକଟିତ ଅଭ୍ୟନ୍ତରକୁ ନେଇ ପରୀକ୍ଷା ନିରୀକ୍ଷା କରିବାକୁ ସେ ଭଲ ପା'ନ୍ତି। ଓଡିଶା ସାହିତ୍ୟ ଏକାଡେମୀ ପୁରସ୍କାରପ୍ରାପ୍ତ 'କୀଟ ଓ ଅନ୍ୟାନ୍ୟ ଗଳ୍ପ' ବହିଟିରେ ଅଛି ସେମିତି କିଛି ଚମକେଇ ଦେଲାଭଳି ଗପ, ଯାହା ପଢିଲେ ରାତିରେ ହୁଏତ ନିଦ ହେବନି...
Browse By Category
[Oriya] - Keeta O Anyanya Galpa

[Oriya] - Keeta O Anyanya Galpa

Author: ପ୍ରକାଶ ମହାପାତ୍ର
Read by: ଜିତୁ ସାବତ
Listen Free Now Get any book plus
2 bonus VIP books
1 book added to cart
Subtotal
$7.99
View Cart