Get 3 audiobooks free with a 30-day Free Trial Sign Up Free

[Oriya] - Password


Unabridged Audiobook

Listen Free Now
  • Listen free with a 30-day free trial
  • Choose 2 bonus VIP books
  • Enjoy 10,000 always free books
Ratings
Book
Narrator
Release Date
August 12, 2021
Duration
4 hours 33 minutes
Summary
ଜଣେ ସାଧାରଣ ମଣିଷ ତା' ଜୀବନକାଳରେ ଅନେକ ମାନସିକ ଦୁଃସ୍ଥିତି ଭୋଗେ। କିନ୍ତୁ ଦେଖିବାବେଳକୁ ସେଠି ତା' ହାତରେ କିଛି ବୋଲି କରିବାକୁ ନଥାଏ। ବରଂ ସେ ଭାବେ ଏଗୁଡ଼ିକ ତା' ପାଇଁ ଏକାବେଳକେ ଅଭାବିତ ଏବଂ ଅବଧାରିତ। ସୌଭାଗ୍ୟ ଆଗରେ 'ପାସ୍‍ୱାର୍ଡ' ଏଇଭଳି ଗୋଟେ ଦୁରବସ୍ଥାର ବିକଳ୍ପ ହୋଇ ଉଭାହୁଏ। ଆଉ କହେ, ୟା ଭିତରୁ ମୁକୁଳିହବ। ହଁ ମୁକୁଳିହବ। କେବଳ ଟିକିଏ ସତ୍‍ସାହସ ଦେଖାଅ। ନିଜ ସହିତ ନିଜେ ଜୀବନ ବଞ୍ଚିବାର ସତ୍‍ସାହସ। ପ୍ରଥମ 'ଅକ୍ଷୟ ପ୍ରତିଭା ଉପନ୍ୟାସ ସମ୍ମାନ' ପାଇଥିବା ଯୁବପିଢିର ଶକ୍ତିଶାଳୀ ଲେଖିକା ସ୍ଵାଗତିକା ସ୍ୱାଇଁଙ୍କ ରଚିତ ଏହି ଚମତ୍କାର ଉପନ୍ୟାସଟି ନିଶ୍ଚୟ ଶୁଣନ୍ତୁ...
Browse By Category
Listen Free Now Get any book plus
2 bonus VIP books
1 book added to cart
Subtotal
$7.99
View Cart