Get 3 audiobooks free with a 30-day Free Trial Sign Up Free

[Oriya] - Pita Prastara Jatiya Udyana


Unabridged Audiobook

Listen Free Now
  • Listen free with a 30-day free trial
  • Choose 2 bonus VIP books
  • Enjoy 10,000 always free books
Ratings
Book
Narrator
Release Date
November 18, 2021
Duration
2 hours 44 minutes
Summary
ଉତ୍ତର ଆମେରିକାର ପଶ୍ଚିମରେ ସୁଦୀର୍ଘ ରକି ପର୍ବତମାଳା ଅନ୍ତର୍ଗତ ଏକ ବିସ୍ମୟକର ସ୍ଥାନ ହେଉଛି 'ୟେଲୋ ଷ୍ଟୋନ ନ୍ୟାସନାଲ ପାର୍କ', ଯାହାକି ଯୁକ୍ତରାଷ୍ଟ୍ର ଆମେରିକାର ଜାତୀୟ ଉଦ୍ୟାନ ଭାବେ ପରିଗଣିତ! ବିଶିଷ୍ଟ କଥାକାର ଶାନ୍ତନୁ କୁମାର ଆଚାର୍ଯ୍ୟଙ୍କ ଆମେରିକା ରହଣି କାଳରେ ରଚିତ ଭ୍ରମଣ ଉପନ୍ୟାସ 'ପୀତ ପ୍ରସ୍ତର ଜାତୀୟ ଉଦ୍ୟାନ' ତାହାରି ଆଧାରରେ ଲିଖିତ! ଏ ସ୍ଥାନର ମର୍ଯ୍ୟାଦା କେବଳ ପ୍ରାକୃତିକ ସୌନ୍ଦର୍ଯ୍ୟ ପାଇଁ ନୁହେଁ, ବରଂ ପ୍ରକୃତିର ବିଶ୍ଵରୂପ ଦର୍ଶନ ପାଇଁ ଉଦ୍ଦିଷ୍ଟ! ଶ୍ରୀଯୁକ୍ତ ଆଚାର୍ଯ୍ୟଙ୍କ ପରିଭ୍ରମଣର ମନୋଜ୍ଞ ବିବରଣୀ ଶୁଣନ୍ତୁ ସାରଳା ପ୍ରସାଦ ମିଶ୍ରଙ୍କ କଣ୍ଠରେ...
Listen Free Now Get any book plus
2 bonus VIP books
1 book added to cart
Subtotal
$3.99
View Cart