Get 3 audiobooks free with a 30-day Free Trial Sign Up Free

[Oriya] - Ratira Ajaba Drushya


Unabridged Audiobook

Listen Free Now
  • Listen free with a 30-day free trial
  • Choose 2 bonus VIP books
  • Enjoy 10,000 always free books
Ratings
Book
Narrator
Release Date
October 16, 2021
Duration
5 hours 54 minutes
Summary
'ମୋର ରାତିରେ ବୁଲାବୁଲି କରିବାର ଅଭ୍ୟାସ ଢେର ଦିନରୁ ଥିଲା। ଏବେ ଅଛି। ଆମ ସେତେବେଳେ ରାତିରେ ପୋଲିସ୍‌-ଫୋଲିସ୍‌ଙ୍କର ଏତେ ନାଇଟ ପ୍ରେଟ୍ରୋଲିଂ କିମ୍ବା କଡ଼ା କଟକଣା ନଥିଲା। ଆମେମାନେ ଏକାକୀ ଏବଂ କେତେବେଳେ କେମିତି ଦଳଦଳ ହୋଇ ବୁଲୁଥିଲୁ। ଅତୀବ ଆଶ୍ଚର୍ଯ୍ୟର କଥା ଯେ, ସେ ସମୟରେ ଝିଅ ଏବଂ ମହିଳାମାନେ ମଧ୍ୟ ଦଳଦଳ ହୋଇ କେବେ କେମିତି ରାତିରେ ବୁଲାବୁଲି କରୁଥିଲେ। ଏସବୁ କଥା ଆଜିର ତରୁଣ-ତରୁଣୀମାନଙ୍କୁ ସଂପୂର୍ଣ୍ଣ ଅବିଶ୍ୱାସ ଅଥବା ଇତିହାସର କଥାପରି ମନେହେବ। ଏବେତ ସେମାନେ ରାତି ନ'ଟା ବେଳକୁ ଘର ଭିତରେ। ଜୀବନ ବୋଲି ଗୋଟେ ପଦାର୍ଥକୁ ଆଜିର ପିଲାଏ ଜାଣିଲେ କି?' ଏମିତି ବୋହେମିନ ଚରିତ୍ର ଦେଇ ଜୀବନର ଗପ କହୁଥିବା ସାରଦା ପ୍ରସାଦ ମିଶ୍ର ଜଣେ ବିଚକ୍ଷଣ କଥାକାର। ଗଳ୍ପରେ ତାଙ୍କର ନିୟମିତ ପରୀକ୍ଷାନିରୀକ୍ଷା ଏବଂ ଅଦ୍ଭୁତ ଚରିତ୍ରାୟନ ତାଙ୍କୁ ଜଣେ ସ୍ୱତନ୍ତ୍ର ଶ୍ରେଣୀୟ ସୃଜନଶିଳ୍ପୀର ଗୌରବ ଦେଇଛି। ଅକାଳରେ ସେ ଆମକୁ ଛାଡି ଚାଲିଯାଇଛନ୍ତି ସତ, ହେଲେ ଛାଡି ଦେଇଯାଇଛନ୍ତି ଆମ ପାଇଁ ତାଙ୍କର ଅସୁମାରୀ ସୃଜନ ସନ୍ତକ! ଟାଇମ୍‌ପାସ୍ ବୁକର ପୁରସ୍କାର ଓ ଓଡିଶା ସାହିତ୍ୟ ଏକାଡେମୀ ପୁରସ୍କାରପ୍ରାପ୍ତ ତାଙ୍କର ଏହି 'ରାତିର ଅଜବ ଦୃଶ୍ୟ' ଗପବହିଟି ଆପଣଙ୍କୁ ନିଶ୍ଚୟ ଆହ୍ଲାଦିତ କରିବ, ସନ୍ଦେହ ନାହିଁ!
Browse By Category
[Oriya] - Ratira Ajaba Drushya

[Oriya] - Ratira Ajaba Drushya

Author: ସାରଦା ପ୍ରସାଦ ମିଶ୍ର
Read by: ଜିତୁ ସାବତ
Listen Free Now Get any book plus
2 bonus VIP books
1 book added to cart
Subtotal
$7.99
View Cart