Limited Time Offer | Get 2 Months For $1 Claim Offer

[Oriya] - Thank You, Thank You Bhagaban

Read Read Own Own

Unabridged Audiobook

Listen Free Now
  • Listen free with a 30-day free trial
  • Choose 2 bonus VIP books
  • Enjoy 10,000 always free books
Ratings
Book
Narrator
Release Date
August 10, 2021
Duration
4 hours 32 minutes
Summary
ଦୟାକରି ତୁମେ ଭଗବାନଙ୍କୁ ଆଦୌ କିଛି ମାଗନାହିଁ! ତୁମର ମାଗିବା ହିଁ ଈଶ୍ୱର ଓ ତୁମ ମଝିରେ ପ୍ରାଚୀର ହୋଇ ଛିଡ଼ାହୁଏ! ତୁମେ ତାଙ୍କ ପାଖକୁ କିଛି ପାଇବା ଆଶାରେ ଯାଅନାହିଁ, ବରଂ ଧନ୍ୟବାଦ ଦେବାକୁ ଯାଅ! ଯାହା ସେ ତୁମକୁ ଦେଇଛନ୍ତି, ସେଥିପାଇଁ କୃତଜ୍ଞତା ପ୍ରକାଶ କର! କୁହ, ମୋ ଯୋଗ୍ୟତାଠାରୁ ତୁମେ ମୋତେ ଅଧିକ କିଛି ଦେଇଛ! ସେଥିପାଇଁ ଥ୍ୟାଙ୍କୟୁ, ଥ୍ୟାଙ୍କୟୁ ଭଗବାନ!... ଏମିତି ପ୍ରାର୍ଥନା କରୁଥିବା ବ୍ୟକ୍ତି ହିଁ ଜୀବନରେ ଦିବ୍ୟ ସନ୍ତୋଷ ପାଇଥାଏ! ଶ୍ରୀଜଗନ୍ନାଥଙ୍କ ପରମ ଭକ୍ତ ଡ. ବିବୁଧରଞ୍ଜନଙ୍କ ଦିବ୍ୟ ଅନୁଭବର ଅନେକ ଅନୁଭୂତି ଶୁଣନ୍ତୁ ଏହି ଶ୍ରାବ୍ୟପୁସ୍ତକରେ...
[Oriya] - Thank You, Thank You Bhagaban

[Oriya] - Thank You, Thank You Bhagaban

Author: ଡ. ବିବୁଧରଞ୍ଜନ
Read by: ସୋମନ ଦାସ
Listen Free Now Get any book plus
2 bonus VIP books
1 book added to cart
Subtotal
$7.99
View Cart